Top Stories

Search here...

News

ଦେଶରେ ଆଉ ୧ ଲକ୍ଷ ୭୯ ହଜାର ୭୨୩ ନୂୂଆ ପଜିଟିଭ୍ ଚିହ୍ନଟ

Posted On - 7 minutes ago
Edited By Team BbsrReporters
LAST UPDATED Jan 10, 2022 06:37 PM

ଦିନକରେ ୧୨ ଦଶମିକ ୫ ପ୍ରତିଶତ ବଢିଲା ସଂକ୍ରମଣ । ଦେଶରେ ୭ ଲକ୍ଷ ପାର କରିଛି ସକ୍ରିୟ ମାମଲା ।

 

BBSR Reporters

 

ଭୁବନେଶ୍ୱର: ଦେଶରେ ଆଉ ୧ ଲକ୍ଷ ୭୯ ହଜାର ୭୨୩ ନୂୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଦିନକରେ ୧୨ ଦଶମିକ ୫ ପ୍ରତିଶତ ବଢିଲା ସଂକ୍ରମଣ । ଦେଶରେ ୭ ଲକ୍ଷ ପାର କରିଛି ସକ୍ରିୟ ମାମଲା । ଦିଲ୍ଲୀରେ ରବିବାର ୨୨ ହଜାର ୭୫୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାହାକି ପୂର୍ବଦିନ ଅପକ୍ଷୋ ୧୨ ପ୍ରତିଶତ ଅଧିକ ରହିଛି । ଶନିବାର ଦିଲ୍ଲୀରେ ୨୦ ହଜାର ୧୮୧ ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲା ।

 

ସେହିପରି ରବିବାର ୧୭ ଜଣଙ୍କର କୋଭିଡରେ ମୃତ୍ୟୁ ଘଟିଛି । ମହାରାଷ୍ଟ୍ରରେ ମଧ୍ୟ ଦୈନିକ ସଂକ୍ରମଣ ବଢିଛି । ରବିବାର ୪୪ ହଜାର ୩୮୮ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଶନିବାର ମୋଟ୍ ୨୦ ହଜାର ୩୧୮ ଜଣ ପଜିଟିଭ୍ ଚିହ୍ନଟ ହୋଇଥିଲେ ୫ ଜଣଙ୍କର ମୃତ୍ୟୁ ଘଟିଥିଲା । ସେହିପରି ଦେଶରେ ଓମିକ୍ରନ୍‌ରେ ୪ ହଜାରରୁ ଅଧିକ ସଂକ୍ରମିତ ହେଲେଣି ।

Related News
satta king tw