Top Stories

Search here...

News

ପାରିବାରିକ କଳହକୁ ନେଇ ପୁଣି ରାଜଧାନୀରେ ହତ୍ୟାକାଣ୍ଡ

Posted On - 7 minutes ago
Edited By Team BbsrReporters
LAST UPDATED May 01, 2022 05:38 PM
 
 
ପାରିବାରିକ କଳହକୁ ନେଇ ପୁଣି ରାଜଧାନୀରେ ହତ୍ୟାକାଣ୍ଡ ।
 
BBSR Reporters
 
ସ୍ତ୍ରୀକୁ ପିଟିପିଟି ହତ୍ୟା କଲା ସ୍ୱାମୀ । ସହିଦନଗର ଥାନା ବସୁଆଘାଇ ଅଂଚଳରେ ଘଟିଛି ଏହି ଘଟଣା । ପୋଲିସ ଅଭିଯୁକ୍ତ ସ୍ୱାମୀକୁ ଅଟକ ରଖି ତଦନ୍ତ ଜାରି ରଖିଛି । ସୂଚନା ଅନୁସାରେ ଅଭିଯୁକ୍ତ ସୌଭାଗ୍ୟ ଆଗରୁ ଜଣଙ୍କୁ ବାହା ହୋଇଥିଲା ବେଳେ ଲିଲି ହେଉଛନ୍ତି ତାଙ୍କ ଦ୍ୱିତୀୟ ସ୍ତ୍ରୀ । କାଲି ରାତିରେ ପାରିବାରିକ ଝଗଡ଼ାରୁ ତାଙ୍କ ବାପାଙ୍କୁ ସୌଭାଗ୍ୟ ବହୁତ ମାଡ଼ ମାରିଥିଲେ । ପରେ ଲିଲିକୁ ମାଡ଼ ମାରି ମାରି ଜୀବନରୁ ମାରିଦେଇଥିବା ୫ବର୍ଷର ପୁନି ଝିଅ ଦେଖିଥିବା ସୂଚନା ରହିଛି ।
Related News
satta king tw