Top Stories

Search here...

News

ରାଜଧାନୀରେ ପୁଣି ଛୁରା ମାଡ଼; ସ୍ତ୍ରୀ ପେଟରେ ଛୁରୀ ଭୁସି ଦେଲା ସ୍ୱାମୀ

Posted On - 18 minutes ago
Edited By Prabir Kumar
LAST UPDATED Jan 17, 2022 09:20 PM

ଗୁରୁତର ଅବସ୍ଥାରେ ଆହତ ସ୍ତ୍ରୀକୁ କଟକ ଏସସିବି ହସ୍ପିଟାଲ ପଠାଯାଇଛି ।

 

BBSR Reporters


ଭୁବନେଶ୍ୱର: ରାଜଧାନୀରେ ପୁଣି ଛୁରା ମାଡ଼ । ସ୍ତ୍ରୀ ପେଟରେ ଛୁରୀ ଭୁସି ଦେଲା ସ୍ୱାମୀ । ଲକ୍ଷ୍ମୀସାଗର ଥାନା ବୁଦେ୍ଧଶ୍ୱର କଲୋନୀରେ ଘଟିଛି ଏହି ଘଟଣା । ସ୍ୱାମୀ ଦୂର୍ଗାମାଧବ ମହାପାତ୍ର ସ୍ତ୍ରୀ କଳ୍ପନା ମହାପାତ୍ରଙ୍କୁ ଛୁରାମାଡ଼ କରିଛି । ଗୁରୁତର ଅବସ୍ଥାରେ କଳ୍ପନାକୁ କଟକ ହସ୍ପିଟାଲ ପଠାଯାଇଛି । ଘଟଣା ସ୍ଥଳରେ ଲକ୍ଷ୍ମୀସାଗର ଥାନା ପୁଲିସ ପହଂଚି ତଦନ୍ତ ଜାରି ରଖିଛି । ଉଭୟଙ୍କ ମଧ୍ୟରେ ପାରିବାରିକ କଳହ ଲାଗି ରହୁଥିବାରୁ ଏଭଳି ଘଟଣା ଦୂର୍ଗାମାଧବ ଘଟାଇ ଥାଇ ପାରନ୍ତି ବୋଲି ସନେ୍ଦହ କରୁଛି ପୁଲିସ ।


 

Related News
satta king tw