Top Stories

Search here...

News

ବ୍ୟବସାୟୀ ପିୟୁଷ ଜୌନର ସହଯୋଗୀଙ୍କ ଘରେ ଇନକମ ଟ୍ୟାକ୍ସ ବିଭାଗ ଚଢଉ

Posted On - 2 weeks ago
Edited By Team BbsrReporters
LAST UPDATED Jan 19, 2022 02:34 AM

ଅତର ବ୍ୟବସାୟୀ ଫେଜନ ମଲ୍ଲିକଙ୍କ କନ୍ନୈାଜ ସ୍ଥିତ ବାସଭବନରେ ଚଢ଼ାଉ କରିଛି ଆୟକର ବିଭାଗ ।

 

BBSR Reporters

 

କାନପୁରର: କାନପୁରର କୁବେର ବ୍ୟବସାୟୀ ପିୟୁଷ ଜୌନର ସହଯୋଗୀଙ୍କ ଘରେ ଇନକମ ଟ୍ୟାକ୍ସ ବିଭାଗ ଚଢଉ କରିଛି । ଅତର ବ୍ୟବସାୟୀ ଫେଜନ ମଲ୍ଲିକଙ୍କ କନ୍ନୈାଜ ସ୍ଥିତ ବାସଭବନରେ ଚଢ଼ାଉ କରିଛି ଆୟକର ବିଭାଗ । ବ୍ୟବସାୟୀ ପିୟୁଷ ଜୌନ ଘରୁ ୧୯୦ କୋଟିରୁ ଅଧିକ ଟଙ୍କା ଜବତ କରିବା ପରେ ଆଇଟି ବିଭାଗ ସମାଜବାଦୀ ଅତର ବ୍ୟବସାୟୀଙ୍କ ଘରେ ରେଡ ଜାରି ରଖିଛି ।

 

ଗତକାଲି ସପା ନେତା ପୁଷ୍ପରାଜ ଜୈନଙ୍କ କନ୍ନୋଜ, କାନପୁରଓ ମୁମ୍ବାଇ ସମେତ ୫୦ ଟି ସ୍ଥାନରେ ଚଢଉ ହୋଇଥିଲା । ନିକଟରେ ଉରପ୍ରଦେଶ ରେ ବିଧାନସଭା  ନିର୍ବାଚନ ହେବାକୁ ଥିବା ବେଳେ ଆଇଟି ବିଭାଗର ରେଡ ରାଜନୀତିରେ ତାତି ବଢାଇଛି । ଅନ୍ୟପଟେ ପିୟୁଷ ଜୈନ ଠାରୁ ଜବତ ହୋଇଥିବା କଳା ଟଙ୍କା କାହାର ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରିନାହିଁ । ଯାହାକୁ ନେଇ ଉଭୟ ବିିଜେପି ଓ ସମାଜବାଦି ପାର୍ଟିି ନେତାଙ୍କ ମଧ୍ୟରେ ଟଣା ଓଟରା ଲାଗି ରହିଛି ।

Related News
satta king tw