Top Stories

Search here...

News

ତାଳେଚର-ବିମଳାଗଡ଼ ରେଳ ପ୍ରକଳ୍ପ କାମ ତ୍ୱରାନ୍ୱିତ ପାଇଁ ପ୍ରଧାନମନ୍ତ୍ରୀ ଓ ରେଳମନ୍ତ୍ରୀଙ୍କୁ ଧନ୍ୟବାଦ: ଧର୍ମେନ୍ଦ୍ର ପ୍ରଧାନ

Posted On - 1 month ago
Edited By Prabir Kumar
LAST UPDATED Jan 18, 2022 11:59 PM

 ରେଳ ପ୍ରକଳ୍ପ ଅନ୍ତଗର୍ତ ବାରୁଆଁ ପାହାଡ଼ର ୮୪୦ ମିଟର ଲମ୍ବ ସୁଡ଼ଙ୍ଗ କାର୍ଯ୍ୟ ଶେଷ ପର୍ଯ୍ୟାୟରେ  । ରେଳ ଲାଇନ ପ୍ରକଳ୍ପ ଓଡିଶାର ଖଣି ଅଂଚଳେର ରେଳ ସେଂଯାଗୀକରଣକୁ ସୁଦୃଢ଼ କରିବ ।

 

BBSR Reporters

 


ଭୁବେନଶ୍ୱର: ରାଜ୍ୟବାସୀଙ୍କ ପାଂଚ ଦଶନ୍ଧୀର ଦାବୀକୁ ପୂରଣ କରିବା ତଥା ବହୁ ପ୍ରତିକ୍ଷୀତ ତାଳେଚର-ବିମଳାଗଡ଼ ରେଳ ପ୍ରକଳ୍ପ କାମକୁ ତ୍ୱରାନ୍ୱିତ କରୁଥିବାରୁ ପ୍ରଧାନମନ୍ତ୍ରୀ ନେରନ୍ଦ୍ର ମୋଦି ଓ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧେମର୍ନ୍ଦ୍ର ପ୍ରଧାନ ।

 


କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି ଯେ ମୋଦି ସରକାରଙ୍କ ନେତୃତ୍ୱେର ଓଡ଼ିଶୋର ରେଳ ଯୋଗୋଯାଗ ତଥା ସେଂଯାଗୀକରଣେର ବିକାଶର କାମ ତ୍ୱରାନ୍ୱିତ ହୋଇଛି । ବହୁ ପ୍ରତିକ୍ଷୀତ ତାଳେଚର-ବିମଳାଗଡ଼ ରେଳ ପ୍ରକଳ୍ପ ସୁନାଖଣି ଓ ସମଲ ଷ୍ଟେସନ ମଧ୍ୟେର ଥିବା ବାରୁଆଁ ପାହାଡ଼ର ୮୪୦ ମିଟର ଲମ୍ବ ସୁଡ଼ଙ୍ଗ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଁଚିଛି ।

 


୧,୯୨୮ କୋଟି ଖଚ୍ଚର୍ରେ ୧୪୯.୭୮ କିମି ଏହି ରେଳ ଲାଇନ ପ୍ରକଳ୍ପ ଓଡିଶାର ଖଣି ଅଂଚଳରେ ରଳ ସେଂଯାଗୀକରଣକୁ ସୁଦୃଢ଼ କରିବ । ରାଉରେକଲା ଓ ତାଳେଚର ମଧ୍ୟେର ଦୂରତା ହ୍ରାସ ହେବ ଏବଂ ତାଳେଚର ଓ ରାଜ୍ୟର ଅଥର୍ନୀତିକୁ ଗତି ଦେବ । ୧୬.୩୧ କିମିର ସୁନାଖଣି-ସମଲ ଓ ସମଲ- ପରବିଲ୍ ୨ଟି ବ୍ଲକ ସେକ୍ସନକୁ ୨୦୨୧-୨େ୨ର କାର୍ଯ୍ୟକ୍ଷମ କରିବା ପାଇଁ ମଧ୍ୟ ଲକ୍ଷ୍ୟ ରଖାଯାଇଛି ।

 


ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱେର ଓଡ଼ିଶୋର ରେଳ କାର୍ଯ୍ୟର ବିକାଶକୁ ପ୍ରାଥମିକତା ଦିଆଯାଇଛି । ରାଜ୍ୟବାସୀଙ୍କ ପାଂଚ ଦଶନ୍ଧୀର ଦାବୀକୁ ପୂରଣ କରିବା ଦିଗେର ସମସ୍ତ ବାଧାବିଘ୍ନକୁ ହଟାଇବା ପାଇଁ ନିରନ୍ତର କାର୍ଯ୍ୟ କରାଯାଉଛି ବୋଲି ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି ।
 

Related News
satta king tw