Top Stories

Search here...

News

ଖୋଲିଲା ଭୁବନେଶ୍ୱର ମାର୍କେଟ ବିଲ୍ଡିଂ; ବସିଲେନି ଉଠା ଦୋକାନୀ

Posted On - 1 week ago
Edited By Prabir Kumar
LAST UPDATED Jan 19, 2022 01:24 AM

ଉଠା ଦୋକାନୀ ଓ ବ୍ୟବସାୟୀ ସଂଘ ମଧ୍ୟରେ ଚାଲିଥିବା ବିବାଦକୁ ନେଇ ଗତ ୩ ଦିନ ହେଲା ମାର୍କେଟ ବିଲ୍ଡିଂ ବନ୍ଦ ରହିଥିଲା । 

 

BBSR Reporters

 

ଭୁବନେଶ୍ୱର: ଆଜିଠୁ ଖୋଲିଲା ଭୁବନେଶ୍ୱର ମାର୍କେଟ ବିଲ୍ଡିଂ । ଉଠା ଦୋକାନୀ ଓ ବ୍ୟବସାୟୀ ସଂଘ ମଧ୍ୟରେ ଚାଲିଥିବା ବିବାଦକୁ ନେଇ ଗତ ୩ ଦିନ ହେଲା ମାର୍କେଟ ବିଲ୍ଡିଂ ବନ୍ଦ ରହିଥିଲା । ଏନେଇ ଆଜି ବିଏମସି ଅଫିସ ଘେରାଉ କରିଥିଲା ସେଂଟ୍ରାଲ ମାର୍କେଟ ସଂଘ । ଅତିରିକ୍ତ ବିଏମସି କମିଶନରଙ୍କ ସହ ଆଲୋଚନା ପରେ ମାର୍କେଟ ବିଲ୍ଡିଂ ଖୋଲିଛି । ବିଏମସି ଉଠାଦୋକାନୀଙ୍କ ଉଚ୍ଛେଦ ନେଇ ଲିଖିତ ପ୍ରତିଶ୍ରୁତି ମିଳିବା ପରେ ମାର୍କେଟ ବିଲ୍ଡିଂ ଖୋଲିଛି । ଉଠା ଦୋକାନୀଙ୍କ ଉଚ୍ଛେଦ ଦାବିରେ ମାର୍କେଟ ବିଲ୍ଡିଂ ବ୍ୟବସାୟୀ ସଂଘ ପକ୍ଷରୁ ବନ୍ଦ ଡାକରା ଦିଆଯାଇଥିଲା । 
 

Related News
satta king tw