Top Stories

Search here...

News

ଦୀପାବଳି ପରେ ଖୋଲିବ ସ୍କୁଲ !

Posted On - 6 minutes ago
Edited By Team BbsrReporters
LAST UPDATED Oct 31, 2021 01:24 PM

ପ୍ରଥମରୁ ସପ୍ତମ  ପାଠପଢା ଆରମ୍ଭ ହେବ l

 

 

BBSR Reporters

 

 

ଭୁବନେଶ୍ୱର: ଦୀପାବଳି ପରେ ଖୋଲିବ ସ୍କୁଲ ! ଦୀପାବଳି ପରେ ସ୍କୁଲ ଖୋଲିବା ନେଇ ଗଣଶିକ୍ଷା ମନ୍ତ୍ରୀଙ୍କ ସୂଚନା  ଦେଇଛନ୍ତି l  ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ, ବିଦ୍ୟାଳୟ ବିଭାଗ ବିଚାର ବିମର୍ଶ  କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ନେଇ ପର୍ଯ୍ୟାୟକ୍ରମେ ସ୍କୁଲ ଖୋଲାଯିବ | ସ୍କୁଲ ଖୋଲିବା ଏକ ସ୍ୱାଭାବିକ ପ୍ରକ୍ରିୟା | ପ୍ରଥମରୁ ସପ୍ତମ ଖୋଲିବ | ପିଲାମାନଙ୍କ ମଧ୍ୟରେ ସ୍କୁଲ ଯିବା ପାଇଁ ଆଗ୍ରହ ସୃଷ୍ଟି ହେଲାଣି | ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ ପିଲାମାନଙ୍କ ପାଇଁ ଶିକ୍ଷାସହ ସ୍ୱାସ୍ଥ୍ୟ ଗୁରୁତ୍ୱପୁର୍ଣ | ଅଷ୍ଟମରୁ ଦ୍ୱାଦଶ ଶ୍ରେଣୀ ସୁରୁଖୁରୁରେ ଚାଲିଛି | ଅନ୍ୟ ଶ୍ରେଣୀ ଗୁଡିକ ମଧ୍ୟ ଖୁବ ଶୀଘ୍ର ଖୋଲାଯିବ l 

 

 

ଏକ ଲକ୍ଷ ଅସି ହଜାର ଛାତ୍ରଛାତ୍ରୀ ମାଟ୍ରିକ ପରେ ପାଠ ଛାଡିଥିବା ପିଲାମାନେ କେଉଁଆଡେ ଯାଇ ନାହାନ୍ତି, କେବଳ ତିନୋଟି ନୁହେଁ ଅନ୍ୟାନ୍ୟ ବିଭାଗ ରହିଛି | ମାଟ୍ରିକ ପରେ ଅନ୍ୟ ବିଭାଗକୁ ଯାଉଛନ୍ତି, ପିଲାମାନେ ତାଙ୍କ ଶିକ୍ଷା ବ୍ୟବସ୍ଥାରେ ଅଛନ୍ତି | ଏହାକୁ ଖୋଜିବାର କୌଣସି ଆବଶ୍ୟକତା ନାହିଁ ବୋଲି  କହିଛନ୍ତି l 

Related News
satta king tw