Top Stories

Search here...

News

ଇସ୍ତଫା ଦେଲେ ସିଦ୍ଧୁ ସୋସିଆଲ ମେଡିଆ ରେ ଚହଳ ର୍ଚ୍ଚନା ଏହି କୁର୍ସି ସମ୍ଭାଳି ଆସିଛନ୍ତି।

Posted On - 1 minute ago
Edited By Prabir Kumar
LAST UPDATED Sep 29, 2021 11:08 AM

ସିଦ୍ଧୁଙ୍କ  ଇସ୍ତଫାକୁ ନେଇ  ୟୁଜର୍ସ ଅର୍ଚ୍ଚନା ପୁରନସିଂଙ୍କୁ ଖୁବ୍‌ ଟ୍ରୋଲ୍‌ କରିଛନ୍ତି l 

 

BBSR Reporters

 

ମୁମ୍ବାଇ: ପଞ୍ଜାବ କଂଗ୍ରେସର ଅଧ୍ୟକ୍ଷ ପଦରୁ  ନବଜୋତ ସିଂ ସିଦ୍ଧୁଙ୍କ ଇସ୍ତଫା ଦେଇଛନ୍ତି ଏହା ସୋସିଆଲ ମେଡିଆ ରେ ଚହଳ ପକାଇଛି l ସିଦ୍ଧୁଙ୍କ ଇସ୍ତଫା ପରେ ସୋଶାଲ ମିଡିଆ  ୟୁଜର୍ସ ଅର୍ଚ୍ଚନା ପୁରନସିଂଙ୍କୁ ଖୁବ୍‌ ଟ୍ରୋଲ୍‌ କରିବା ସହ ତାଙ୍କ ମିମ୍ସ ଭାଇରାଲ କରିବାରେ ଲାଗିଛନ୍ତି। ପଦରେ ରହିବେନି ହେଲେ ପାର୍ଟିରେ ରହିବେ ବୋଲି  ଗତକାଲି ଟ୍ୱିଟ କରି ଜଣାଇଥିଲେ ନବଜୋତ ସିଂ ସିଦ୍ଧୁ । ଏହାପରେ ଟ୍ୱିଟରରେ ଟ୍ରେଣ୍ଡ କଲେ ଅର୍ଚ୍ଚନା ପୂରଣସିଂ ।

 

ପୂର୍ବରୁ  ସିଦ୍ଧୁ ବହୁ ଦିନ ପର୍ଯ୍ୟନ୍ତ କପିଲ ଶର୍ମା ଶୋ’ ଜଜ୍‌ କରିଥିବା ବେଳେ ଥରେ ପାକିସ୍ତାନକୁ ନେଇ ଦେଇଥିବା ଏକ ମନ୍ତବ୍ୟ ତାଙ୍କୁ ଭାରି ପଡ଼ିଲା। ଏହାକୁ ନେଇ ଜୋରଦାର ହଙ୍ଗାମା ହୋଇଥିବା ବେଳେ ସିଦ୍ଧୁଙ୍କୁ ଏହି ଶୋ’ ଛାଡ଼ିବାକୁ ପଡ଼ିଥିଲା। ଏହାପରଠୁ ଅର୍ଚ୍ଚନା ଏହି କୁର୍ସି ସମ୍ଭାଳି ଆସିଛନ୍ତି।  ଯୁଜର ସିଦ୍ଧୁ ଇସ୍ତଫା ଦେବା ପରେ ଅର୍ଚ୍ଚନା ଅପସେଟ୍‌ ହୋଇ ଯାଇଥିବା   ଟ୍ୱିଟ କରୁଥିବା ବେଳେ କେହି କେହି ଅର୍ଚ୍ଚନାଙ୍କ କ୍ୟାରିଅର ସଙ୍କଟକୁ ଆସିଥିବା କହିଛନ୍ତି। ଏପରିକି ସିଦ୍ଧୁ ପୁଣି ଥରେ କପିଲ ଶର୍ମଙ୍କ ଶୋ’କୁ ଫେରିବା ସମ୍ଭାବନା ଥିବାରୁ ଅର୍ଚ୍ଚନାଙ୍କ କ୍ୟାରିଅର ସଙ୍କଟରେ ଦେଖିବାକୁ ପଡ଼ିପାରେ ବୋଲି ବି କିଛି ୟୁଜର୍ସ କମେଣ୍ଟ କରିଛନ୍ତି l 

ଏବେ ଅର୍ଚ୍ଚନାଙ୍କୁ ଚାକିରି ବିପଦରେ, ତାଙ୍କୁ ନୂଆ ଚାକିରି ଦରକାର ଅର୍ଚ୍ଚନା ଏବେ ରାହୁଲଙ୍କଠାରୁ ବି ଅଧିକ ଚିନ୍ତାରେ ଥିବା କିଛି କହିଛନ୍ତି।ବୋଲି ବହୁ ୟୁଜର୍ସ କମେଣ୍ଟ କରିଛନ୍ତି ।

 

Related News
satta king tw