Top Stories

Search here...

News

ଚିକିତ୍ସା ପାଇଁ ନିଜେ ହସ୍ପିଟାଲ ଆସିଲା ମାଙ୍କଡ

Posted On - 2 minutes ago
Edited By Team BbsrReporters
LAST UPDATED May 01, 2022 06:03 PM
 
ଚିକିତ୍ସା ପାଇଁ ନିଜେ ହସ୍ପିଟାଲ ଆସିଲା ମାଙ୍କଡ ।
 
BBSR_Reporters
 
କଥାଟି ବିଶ୍ୱାସ ହେଉନଥିଲେ ମଧ୍ୟ ସତ । ଏଭଳି ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ୱରରେ । ସୋଆ ସହରାଂଚଳ ପଶୁ ଚିକିତ୍ସାଳୟରେ ଏଭଳି ଘଟଣା ଘଟିଛି । ଗତକାଲି ଏହି ପଶୁ ଚିକିତ୍ସାଳୟ ଉଦଘାଟନୀ ଉତ୍ସବ ଥବା ବେଳେ ମାଙ୍କଡ ନିଜେ ନିଜେ ଆସି ହସ୍ପିଟାଲରେ ପହଂଚିଥିଲା । ମାଙ୍କଡକୁ ଦେଖି ଲୋକେ ବିସ୍କୁଟ, କଦଳୀ ଖାଇବାକୁ ଦେଇଥିଲେ ମଧ୍ୟ ସେ ଖାଇ ନ ଥିଲା । ଲୋକ ମାଙ୍କଡଟିକୁ ଘଉଡାଇଥିଲେ ଚେଷ୍ଟା କରିଥିଲେ ମଧ୍ୟ ସେ ଯାଇଥିଲା । ଆଉ ଡାକ୍ତର ଆସିବା କ୍ଷଣି ସଙ୍ଗେ ସଙ୍ଗେ ମାଙ୍କଡଟି ଡାକ୍ତରଙ୍କ ହାତକୁ ଧରିପକାଇଥିଲା । ପରେ ଚିକିତ୍ସକ ଟିମ୍ ହନୁର ଅସୁସ୍ଥତାକୁ ବୁଝିପାରିଥିଲେ । ଯାଂଚ କରିବାରୁ ମାଙ୍କଡର ଲିଙ୍ଗରେ ସ୍ୱାସ୍ଥୃୃ୍ୟଗତ ସମସ୍ୟା ଯୋଗୁ ସେ ଯନ୍ତ୍ରଣା ଅନୁଭବ କରୁଥିବା ଜାଣିପାରିଥିଲେ ଚିକିତ୍ସକ ଦଳ । ପରେ ମାଙ୍କଡକୁ ଟ୍ରାଙ୍କୁଲାଇଜ କରି ଅସ୍ତ୍ରପ୍ରୋଚାର କରାଯାଇଥବଲା ।
Related News
satta king tw