Top Stories

Search here...

News

ପଂଚାୟତ ପ୍ରତିନିଧିଙ୍କୁ ମୁଖ୍ୟମନ୍ତୀଙ୍କ ବାର୍ତା; ଗାଁର ସମସ୍ୟାକୁ ନିଜ ସମସ୍ୟା  ଭାବି ସମାଧାନ କର

Posted On - 1 minute ago
Edited By Jyotirmayee Patanaik
LAST UPDATED Jun 02, 2022 09:40 PM

ନିଜ ଅଞ୍ଚଳର ବିକାଶ ଦ୍ରୁତ ଭାବେର କରି ନିଜର ପରିଚୟ ସୃଷ୍ଟି କରନ୍ତୁ । ଗରିବ ଲୋକ, ମହିଳା ତଥା ଦୁବର୍ଳ ଶ୍ରେଣୀର ଲୋକଙ୍କୁ ସୁରକ୍ଷା ଦିଅନ୍ତୁ: ମୁଖ୍ୟମନ୍ତ୍ରୀ

 

BBSR Reporters

 

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପ...ନାୟକ ଆଜି ରାଜ୍ୟର ନବନିର୍ବାଚିତ ପଞ୍ଚାୟତ ପ୍ରତିନିଧି ମାନଙ୍କ ଦିଗ୍ବିନ୍ୟାସ କାର୍ଯ୍ୟକ୍ରମେର ଯୋଗ ଦେଇ ଗାଁର ସମସ୍ୟାକୁ ନିଜ ସମସ୍ୟା ଭୋବ ଗ୍ରହଣ କରି ଏହାର ସମାଧାନ ପାଇଁ ନିଷ୍ଠାପର ଉଦ୍ୟମ କରିବାକୁ ପରାମର୍ଶ ଦେଇଛନ୍ତି  ।

 

 ନବନିର୍ବାଚିତ ପଞ୍ଚାୟତ ପ୍ରତିନିଧି ମାନଙ୍କୁ ଶେୁଭଚ୍ଛା ଜଣାଇ ମୁଖ୍ୟମନ୍ତ୍ରୀ କହିଥେôଲ ଯେ ଏଥର ମହିଳାମୋନ ବହୁ ସଂଖ୍ୟୋର ଜିତି ପଞ୍ଚାୟତର ମଙ୍ଗ ଧରିଛନ୍ତି  । ଏହାଦ୍ୱାରା ବିଜୁ ବାବୁଙ୍କ ମହିଳା ସଶକ୍ତିକରଣର ସ୍ୱପ୍ନ ସାକାର ହୋଇଛି ବୋଲି ସେ ମତ ଦେଇଥେôଲ  ।

 

ମୁଖ୍ୟମନ୍ତ୍ରୀ କହିଥେôଲ ଯେ ଆମର ଶାସନ ବ୍ୟବସ୍ଥା ଓ ବିକାଶ ଯୋଜନୋର ପଞ୍ଚାୟତର ଗୁରୁତ୍ୱ ବିଷୟେର ଆପଣମୋନ ଭଲ ଭାବେର ଜାଣନ୍ତି  । ପଞ୍ଚାୟତ ହେଉଛି ସେବାର କେନ୍ଦ୍ର  । ସାଧାରଣ ଲୋକ ଯେପରି ସରକାରୀ ସେବାରୁ ବଞ୍ଚିତ ନ ହୁଏ, ସରକାରୀ ସେବା ପାଇବୋର ହଇରାଣ ନ ହୁଏ, ସେଥିପ୍ରତି ଧ୍ୟାନ ଦେବାକୁ ସେ ପରାମର୍ଶ ଦେଇଥେôଲ  । ଗରିବ ଲୋକ, ମହିଳା ତଥା ଦୁବର୍ଳ ଶ୍ରେଣୀର ଲୋକ ଓ ସେମାନଙ୍କ ଅଧିକାରକୁ ସୁରକ୍ଷା ଦିଅନ୍ତୁ ବୋଲି କହି ଲୋକଙ୍କ ସୁଖଦୁଃଖେର ସାମିଲ ହେବାକୁ ପରାମର୍ଶ ଦେଇଥେôଲ  ।

    

୫-ଟି ବିଷୟେର ଅୋଲାକପାତ କରି ସେ କହେିଲ ଯେ ୫-ଟି ହେଉଛି ଟେକ୍ନେୋଲାଜି, ଟିମ୍ୱାକ,ର୍ ଟାଇମ, ଟ୍ରାନ୍ସପ୍ୟୋରନ୍ସି ବା ସ୍ୱଚ୍ଛତା ଓ ରୂପାନ୍ତର । ୫-ଟି ମନ୍ତ୍ରକୁ ଗାଁର ବିକାଶେର ଉପେଯାଗ କରନ୍ତୁ ବୋଲି ପରାମର୍ଶ ଦେଇ ସେ କହିଥେôଲ ଯେ ଏହାଦ୍ୱାରା ଆପଣଙ୍କ ଗାଁ, ଆପଣଙ୍କ ପଞ୍ଚାୟତର ପରିବତ୍ତର୍ନ, ଅନ୍ୟ ମାନଙ୍କ ପାଇଁ ଆଦର୍ଶ ହୋଇପାରିବ  ।

    

ଜନସାଧାରଣ ଆମ ଉପେର ଆସ୍ଥା ରଖିଛନ୍ତି, ଭରସା ରଖିଛନ୍ତି ବୋଲି ମତବ୍ୟକ୍ତ କରି ଲୋକଙ୍କୁ େକେବ ନିରାଶ ହେବାକୁ ଦେବା ନାହିଁ  । ସେମାନଙ୍କ ଆସ୍ଥା ଓ ଭରସାକୁ ପବିତ୍ର ଦାୟିତ୍ୱ ଭାବି ସେବା କେଲ ଲୋକଙ୍କ ହୃଦୟେର ସବୁ ଦିନ ପାଇଁ ରହିଯେିବ ବୋଲି ସେ କହିଥେôଲ । ନିଜ କାମ ଦ୍ୱାରା ନିଜ ନିଜ ଅଞ୍ଚଳେର ବିକାଶର ଦୂତ ଭାବେର ନିଜର ପରିଚୟ ସୃଷ୍ଟି କରିବା ପାଇଁ ପରାମର୍ଶ ଦେଇଥେôଲ ।

    

କାର୍ଯ୍ୟକ୍ରମେର ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା ଯୋଗ ଦେଇ ରାଜ୍ୟର ବିକାଶେର ପଞ୍ଚାୟତରାଜ ଅନୁଷ୍ଠାନ ଗୁଡିକର ଭୂମିକା ସଂପକର୍ରେ ଅୋଲାକପାତ କରି ବିଭାଗ ପକ୍ଷରୁ ନିଆଯାଉଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ସଂପକର୍ରେ ଅୋଲାକପାତ କରିଥେôଲ ।

    

ଖାଦ୍ୟ ଯୋଗାଣ ଓ ଖାଉଟୀ କଲ୍ୟାଣ ମନ୍ତ୍ରୀ ଶ୍ରୀ ରେଣନ୍ଦ୍ର ପ୍ରତାପ ସ୍ୱାଇଁ କହିଥେôଲ ଯେ ବତ୍ତର୍ମାନ ଜିପିଏସ୍ େଟେକ୍ନୋଲାଜି ଜରିଅୋର ପଞ୍ଚାୟତର ସବୁ ଭିତ୍ତିଭୂମିକୁ ମ୍ୟାପିଂ କରାଯାଇଛି  । ଏହାଦ୍ୱାରା ଜନସାଧାରଣଙ୍କ ବିଭିନ୍ନ ଅଭେିଯାଗର ସମାଧାନ ତୁରନ୍ତ ହୋଇପାରିବ । ପଞ୍ଚାୟତଗୁଡିକ ସରକାରଙ୍କ ଅଭେିଯାଗ ଶୁଣାଣୀ ବ୍ୟବସ୍ଥାର ପ୍ରଥମ ସୋପାନ ବୋଲି ମତବ୍ୟକ୍ତ କରି ଲୋକଙ୍କ ଅଭେିଯାଗ ଗୁଡିକୁ ପଞ୍ଚାୟତ ସ୍ତରେର ସମାଧାନ କରିବାକୁ ପରାମର୍ଶ ଦେଇଥେôଲ ।

    

କୃଷି ଓ କୃଷକ ସଶକ୍ତକରଣ ମନ୍ତ୍ରୀ ଶ୍ରୀ ଅରୁଣ ସାହୁ କହେିଲ ଯେ ମୁଖ୍ୟମନ୍ତ୍ରୀ ରାଜ୍ୟର ମହିଳା ଓ ଯୁବଶକ୍ତିକୁ ଆଗକୁ ଆଣି ପଞ୍ଚାୟତଗୁଡିକୁ ସଶକ୍ତ କରିବା ପାଇଁ ପଦେକ୍ଷପ ନେଇଛନ୍ତି । ସମେସ୍ତ ୫-ଟି ମନ୍ତ୍ରକୁ ଉପେଯାଗ କରି କାମ କେଲ, ରାଜ୍ୟେର ରୂପାନ୍ତର ଆସିପାରିବ ବୋଲି ସେ କହିଥେôଲ  ।

    

ମିଶନ ଶକ୍ତି ମନ୍ତ୍ରୀ ଶ୍ରୀମତୀ ଟୁକୁନୀ ସାହୁ କହେିଲ ଯେ ମୁଖ୍ୟମନ୍ତ୍ରୀ ସମାଜେସବା କରିବା ପାଇଁ ମହିଳା ମାନଙ୍କୁ ସେୁଯାଗ ଦେଇଛନ୍ତି । ଓଡିଶୋର ମହିଳାମୋନ ସଶକ୍ତ ହୋଇପାରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଆଦଶର୍କୁ ନେଇ କାମ କରିବା ପାଇଁ ସେ ପରାମର୍ଶ ଦେଇଥେôଲ ।

  

କାର୍ଯ୍ୟକ୍ରମେର ମୁଖ୍ୟ ଶାସନ ସଚିବ ଶ୍ରୀ ସେୁରଶ ଚନ୍ଦ୍ର ମହାପାତ୍ର ସ୍ୱାଗତ ଭାଷଣ ଦେଇ କହେିଲ ଯେ ପଞ୍ଚାୟତ ଅନୁଷ୍ଠାନ ଗୁଡିକୁ ଆର୍ଥିକ ଦୃଷ୍ଟିରୁ ସଶକ୍ତ କରାଯାଇଛି । ବିକାଶ ପାଇଁ େଅନକ ଅର୍ଥ ଦିଆଯାଉଛି । ଏହାର ସୁବିନେିଯାଗେର ପ୍ରତିନିଧି ମାନଙ୍କ ପ୍ରଶିକ୍ଷଣ ବହୁତ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଥେôଲ  । ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ସଚିବ ଶ୍ରୀ େଅଶାକ କୁମାର ମୀନା ଧନ୍ୟବାଦ ଅପର୍ଣ କରିଥେôଲ । ସୂଚନୋଯାଗ୍ୟ ଯେ ଏହି କାର୍ଯ୍ୟକ୍ରମରେ ୧ ଲକ୍ଷ ୬ ହଜାର ୩୫୨ ଜଣ ପଞ୍ଚାୟତ ପ୍ରତିନିଧି ଯୋଗ ଦେଇଛନ୍ତି ।

Related News
satta king tw