Top Stories

Search here...

News

ନଜର ପକାନ୍ତୁ କେଉଁ ରାଜ୍ୟରେ କ’ଣ ରହିଛି କଟକଣା

Posted On - 28 minutes ago
Edited By Team BbsrReporters
LAST UPDATED Dec 31, 2021 03:03 PM

ଦିଲ୍ଲୀରେ ନୂଆବର୍ଷକୁ ନେଇ ୟେଲୋ ଆଲର୍ଟ ଜାରି l

 

BBSR Reporters

 

ଦିଲ୍ଲୀ: କରୋନା କଟକଣା ଯୋଗୁଁ ଅନେକ ରାଜ୍ୟରେ ନୁଆ ବର୍ଷ ପାଳନ ଫିକା ରହିବ ।

ନଜର ପକାନ୍ତୁ କେଉଁ ରାଜ୍ୟରେ କ’ଣ ରହିଛି କଟକଣା ।
-ଦିଲ୍ଲୀରେ ୟେଲୋ ଆଲର୍ଟ ଜାରି ରହିଛି । ରାତି ୧୧ଟାରୁ  ସକାଳ ୫ଟା ଯାଏଁ ନାଇଟ କର୍ଫ୍ୟୁ ଜାରି l
-ଦିଲ୍ଲୀରେ ସିନେମା ହଲ ବନ୍ଦ, ହୋଟେଲ ୫୦% କ୍ଷମତାରେ ଚାଲିବ l
-ମହାରାଷ୍ଟ୍ରରେ ନୂଆବର୍ଷ ପାଳନ ଉପରେ କଟକଣା l
-ରାତି ୯ଟାରୁ ସକାଳ ୬ଟା ଯାଏଁ ୫ରୁ ଅଧିକ ଲୋକ ଏକାଠି ହୋଇପାରିବେ ନାହିଁ l
-ଉତରପ୍ରଦେଶରେ ବି ନାଇଟ କର୍ଫ୍ୟୁ ଜାରି କରାଯାଇଛି l
-ହରିୟାଣା ଓ ଉତରାଖଣ୍ଡରେ ବି ନାଇଟ କଫ୍ୟୁ ଜାରି ହୋଇଛି l
-କର୍ଣ୍ଣାଟକରେ ନାଇଟ କର୍ଫ୍ୟୁ, ନୂଆବର୍ଷରେ ସାର୍ବଜନୀନ ସ୍ଥାନରେ ସମସ୍ତ ପ୍ରକାରର
କାର୍ଯ୍ୟକ୍ରମ ଉପରେ ପ୍ରତିବନ୍ଧକ l
-କେରଳରେ ବି ନାଇଟ କର୍ଫ୍ୟୁ, ରାତିରେ ନୂଆବର୍ଷ ପାଳନ ଉପରେ କଟକଣା l
-ଅହମ୍ମଦାବାଦ, ସୁରଟ ସମେତ ଗୁଜରାଟର ୮ ସହରରେ ରାତି ୧୧ଟାରୁ ସକଳ ୫ଟା  ଯାଏଁ ନାଇଟକର୍ଫ୍ୟୁ l
 

Related News
satta king tw