Top Stories

Search here...

News

୧୪.୭୮ % କୁ ବଢିଲା ଦେଶରେ ସଂକ୍ରମଣ ହାର; ସକ୍ରିୟ  ମାମଲା ୧୨ ଲକ୍ଷରୁ ଅଧିକ

Posted On - 4 days ago
Edited By Prabir Kumar
LAST UPDATED Jan 19, 2022 03:44 AM

ମହାରାଷ୍ଟ, କର୍ଣ୍ଣାଟକ, କେରଳ ଓ  ତାମିଲନାଡୁରେ କରୋନା ସଂକ୍ରମଣ  ଅଧିକ ଅଛି ।

 

BBSR Reporters

 

ନୂଆଦିଲ୍ଲୀ: ଦେଶରେ ବି କରୋନା ସଂକ୍ରମଣ ଗତକାଲି ତୁଳନାରେ ୬.୭ ପ୍ରତିଶତ ବଢିଛି । ୨୪ ଘଂଟା ମଧ୍ୟରେ ୨ ଲକ୍ଷ ୬୪ ହଜାର ୨୦୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦେଶରେ ସଂକ୍ରମଣ ହାର ବର୍ତମାନ ୧୪.୭୮ ପ୍ରତିଶତ ରହିଛି । ଓମିକ୍ରନ ମାମଲା ବଢି ୫ ହଜାର ୭୫୩ ହୋଇଛି ।  ୨୪ ଘଂଟା ମଧ୍ୟରେ ୩୧୫ ଜଣଙ୍କର ମୃତ୍ୟୁ ହୋଇଛି । ଗତକାଲି ତୁଳନାରେ ଆଜି ୧୬ ହଜାର ୭୮୫ ଅଧିକ ମାମଲା ଚିହ୍ନଟ ହୋଇଛି । ଆକ୍ଟିଭ ମାମଲା ୧୨ ଲକ୍ଷରୁ ଅଧିକ ହୋଇଛି ।  ଓମିକ୍ରନ ଆକ୍ରାନ୍ତଙ୍କ ମଧ୍ୟରୁ ମହାରାଷ୍ଟ୍ର ଓ ଦିଲ୍ଲୀରେ  ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।  ମହାରାଷ୍ଟ, କର୍ଣ୍ଣାଟକ, କେରଳ ଓ  ତାମିଲନାଡୁରେ କରୋନା ସଂକ୍ରମଣ  ଅଧିକ ଅଛି ।

Related News
satta king tw