Top Stories

Search here...

News

ଗତ ୨୪ ଘଣ୍ଟାରେ  ଦେଶରେ ୨ ଲକ୍ଷ ୬୮ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ

Posted On - 9 minutes ago
Edited By Team BbsrReporters
LAST UPDATED Jan 15, 2022 03:40 PM

ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୬ ହଜାର ପାର କରିଛି । ୪୦୨ ଲୋକ ପ୍ରାଣ ହରାଇଛନ୍ତି ।

 

BBSR Reporters


ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ  ଦେଶରେ ୨ ଲକ୍ଷ ୬୮ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ଦେଶରେ ବି ମାମଲା ବଢିଛି ।  ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୬ ହଜାର ପାର କରିଛି । ୪୦୨ ଲୋକ ପ୍ରାଣ ହରାଇଛନ୍ତି । ଦେଶରେ ପଜିଟିଭିଟ ରେଟ୍ ୧୬. ୬୬ ରହିଛି । ମହାରାଷ୍ଟ୍ର, ଦିଲ୍ଲୀ, କେରଳ, କର୍ଣ୍ଣାଟକ ଓ ପଶ୍ଚିମବଙ୍ଗରେ ମାମଲା ବଢୁଛି ।

 

ବର୍ତମାନ ଦେଶରେ ଆକ୍ଟିଭ ମାମଲା ୧୪ ଲକ୍ଷ ୧୭ ହଜାର ହୋଇସାରିଛି । କରୋନାକୁ ମାତ ଦେବାକୁ  ଟିକାକରଣ ଅଭିଯାନକୁ ବି ଜୋରଦାର କରାଯାଇଛି । ବର୍ତମାନ ସୁଦ୍ଧା ୧୫୬ କୋଟି ଲୋକଙ୍କୁ ଟିକା ଦିଆଯାଆଇ ସାରିଲାଣି ।

Related News
satta king tw