Top Stories

Search here...

News

 ରାଜ୍ୟରେ ୨୪ ଘଣ୍ଟା ୧୦ ହଜାର ୮୫୬ ସଂକ୍ରମିତ କରୋନା ଚିହ୍ନଟ

Posted On - 8 minutes ago
Edited By Team BbsrReporters
LAST UPDATED Jan 15, 2022 03:25 PM

ଖୋର୍ଧାରେ ୩ହଜାର ୮୭, ସୁନ୍ଦରଗଡରେ ୧୯ ଶହ୪୩, କଟକରେ ୯୦୯, ବାଲେଶ୍ୱରରେ ୩୨୬ ରୋଗୀ ଚିହ୍ନଟ ହୋଇଛନ୍ତି ।

 

BBSR Reporters

 

ଭୁବନେଶ୍ୱର: ରାଜ୍ୟରେ ୨୪ ଘଣ୍ଟା  ୧୦ ହଜାର ୮୫୬ ସଂକ୍ରମିତ କରୋନା ଚିହ୍ନଟ ହୋଇଛନ୍ତି l  ଗତକାଲି ତୁଳନାରେ ଆଜି ୫୮୩ ମାମଲା ବୃଦ୍ଧି ଘଟିଛି । ଖୋର୍ଧାରେ ୩ହଜାର ୮୭, ସୁନ୍ଦରଗଡରେ ୧୯ ଶହ୪୩, କଟକରେ ୯୦୯, ବାଲେଶ୍ୱରରେ ୩୨୬ ରୋଗୀ ଚିହ୍ନଟ ହୋଇଛନ୍ତି । ଏହି ଜିଲ୍ଲାଗୁଡିକରେ ସଂକ୍ରମଣ ଦ୍ରୁତ ଗତିରେ ବଢିବାରେ ଲାଗିଛି ।

 

କେବଳ ଜାନୁଆରୀ ମାସର ୧୫ ଦିନରେ ଚିହ୍ନଟ ହୋଇଛନ୍ତି ୬୭ହଜାର ୯୦୨ ସଂକ୍ରମିତ । ରାଜ୍ୟରେ ୫୦ ହଜାର ପାର କରିଛି ଆକ୍ଟିଭ ମାମଲା । ଟିପିଆର ହିସାବରେ ରେଡ ଜୋନ ସଂଖ୍ୟା ୧୫ରେ ପହଂଚିଲାଣି । ଆକ୍ଟଭି ମାମଲାରେ ୬ ଜିଲ୍ଲା ୟେଲୋ ଜୋନରେ ପଂହଚିଛି । ସ୍ଥାନୀୟ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି  ।

Related News
satta king tw