Top Stories

Search here...

News

ବିଦେଶ ଫେରନ୍ତାଙ୍କ ପାଇଁ  ହଟିଲା ହୋମ୍ କ୍ୱାରେଂଟିନ୍ ବ୍ୟବସ୍ଥା

Posted On - 3 months ago
Edited By Prabir Kumar
LAST UPDATED Jun 29, 2022 06:39 AM

ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ନୂଆ ଗାଇଡ଼ଲାଇନ ଜାରି କରାଯାଇଛି ।

 

BBSR Reporters


ନୂଆଦିଲ୍ଲୀ:  ବିଦେଶ ଫେରନ୍ତାଙ୍କ ପାଇଁ  ହଟିଲା ହୋମ୍ କ୍ୱାରେଂଟିନ୍ ବ୍ୟବସ୍ଥା । ଆଉ ଘରେ ସଂଗରୋଧରେ ରହିବାକୁ ପଡ଼ିବନି ୭ ଦିନ । ୧୪ ଦିନ ପର୍ଯ୍ୟନ୍ତ ନିଜ ସ୍ୱାସ୍ଥ୍ୟବସ୍ଥା ଉପରେ ରଖିବେ ନଜର । ଏହି ସମୟରେ ଯଦି କୌଣସି କରୋନା ଲକ୍ଷଣ ଦେଖାଯାଏ ତେବେ ତୁରନ୍ତ ନିଜକୁ ସଂଗରୋଧରେ ରଖିବା ସହିତ  ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଜଣାଇବେ କିମ୍ବା ଟୋଲ ଫ୍ରି ନମ୍ବରରେ କଲ କରି ଜଣାଇବାକୁ ପଡ଼ିବ । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ନୂଆ ଗାଇଡ଼ଲାଇନ ଜାରି କରାଯାଇଛି । ଆସନ୍ତା ୧୪ ତାରିଖରୁ ନୂଆ ନିୟମ ଲାଗୁ ହେବ । ବିଦେଶରୁ ଫେରନ୍ତା ଯାତ୍ରୀ ଏୟାର ସୁବିଧା ପୋଟାଲରେ ନିଜ ସଂପୂର୍ଣ୍ଣ ତଥ୍ୟ ଦେବାକୁ ପଡ଼ିବ । ୭୨ ଘଂଟା ପୂର୍ବର ଆରଟିପିସିଆର ନେଗେଟିଭି ରିପୋର୍ଟ ଦେବାକୁ କୁହାଯାଇଛି ।  
 

Related News
satta king tw