Top Stories

Search here...

News

ଦେଶରେ ଆଜି ବି କରୋନା ସଂକ୍ରମଣ କମ ରହିଛି

Posted On - 3 months ago
Edited By Team BbsrReporters
LAST UPDATED Jun 28, 2022 01:17 PM

ଦେଶରେ ଦିନକରେ ୬୬ହଜାର ୮୪ନୂଆ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୧୨ଶହ ୪୧ଜଣଙ୍କର ମୃତ୍ୟୁ ହୋଇଛି ।

 

BBSR Reporters

 

ନୂଆଦିଲ୍ଲୀ: ଦେଶରେ ଦିନକରେ ୬୬ହଜାର ୮୪ନୂଆ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୧୨ଶହ ୪୧ଜଣଙ୍କର ମୃତ୍ୟୁ ହୋଇଛି । ଡେଲି ପଜିଟିଭିଟି ରେଟ୍ ରହିଛି ୪ ଦଶମିକ ୪୪ ପ୍ରତିଶତ ରହିଛି । ଏହାସହ ଗତ ୨୪ଘଂଟା ମଧ୍ୟରେ ୧ଲକ୍ଷ ୬୭ହଜାର ୮୮୨ଜଣ ସୁସ୍ଥ ହୋଇଛନ୍ତି । ଦେଶରେ ଆଜି ବି କରୋନା ସଂକ୍ରମଣ କମ ରହିଛି ।

 

ସାରା ଦେଶରେ ୭ଲକ୍ଷ ୯୦ ହଜାର ୭୮୯ସକ୍ରୀୟ ସଂକ୍ରମିତ ରହିଛି । ଏବଂ କରୋନା ସଂକ୍ରମଣରେ ମୋଟ ମୃତ୍ୟୁ ସଂଖ୍ୟା ୫ଲକ୍ଷ ୬ହଜାର ୫୨୦ ରହିଛି । ସେହିପରି ଦେଶରେ ୧୭୧ କୋଟି ୨୮ ଲକ୍ଷ ୧୯ ହଜାରରୁ ଅଧିକ ଡୋଜ୍ କରୋନା ଟିକା ଦିଆ ସରିଲାଣି ।

Related News
satta king tw