Top Stories

Search here...

News

ରାଜ୍ୟରେ ଗୋଟିଏ ଦିନରେ ୧୫ଶହ ୩୯ ପଜିଟିଭ ଚିହ୍ନଟ

Posted On - 3 months ago
Edited By Prabir Kumar
LAST UPDATED Jun 28, 2022 04:42 AM

ସଂଗରୋଧର ୮୯୭ଜଣ ଥିବା ବେଳେ ସ୍ଥାନୀୟ ସଂକ୍ରମିତ ୬୪୨ ଜଣ ଅଛନ୍ତି ।

 

BBSR Reporters

 

ଭୁବନେଶ୍ୱର: ରାଜ୍ୟରେ ଗୋଟିଏ ଦିନରେ ୧୫ଶହ ୩୯ ପଜିଟିଭ ଚିହ୍ନଟ ହୋଇଛି । ୧୮ବର୍ଷରୁ କମ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ୩୪୨ଜଣ । ସଂଗରୋଧର ୮୯୭ଜଣ ଥିବା ବେଳେ ସ୍ଥାନୀୟ ସଂକ୍ରମିତ ୬୪୨ ଜଣ ଅଛନ୍ତି । ଖୋର୍ଦ୍ଧାରୁ ୨୨୩ଜଣ, କଟକରୁ ୮୫ଜଣ, ରାୟଗଡ଼ାରୁ ୭୫ ଜଣ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୨ ଲକ୍ଷ ୭୬ ହଜାର ୧୧୪ ଜଣ ।

 

ସୁସ୍ଥ ହୋଇଛନ୍ତି ୧୨ ଲକ୍ଷ ୫୩ ହଜାର ୯୧୪ଜଣ । ଏବେ ରାଜ୍ୟରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ରହିଛି ୧୩ ହଜାର ୨୮୮ଜଣ । ସୁସ୍ଥ ହୋଇଛନ୍ତ ୨ ହଜାର ୪୮୩ ଜଣ । ରାଜ୍ୟରେ ୨୪ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି ।

Related News
satta king tw